spot_img

କଟକରେ ନକଲି ଘିଅ କାରଖାନା ଠାବ

କଟକ : ନକଲି ଖାଦ୍ୟ ପଦାର୍ଥ ତିଆରିର ପେଣ୍ଠ ପାଲଟିଛି କଟକ । ପୁଣି କଟକ ୪୨ମୌଜାର ଶ୍ରୀରାମ ମାର୍କେଟରେ ନକଲି ଘିଅ କାରଖାନା ଠାଵ ହୋଇଛି । କାରଖାନା ଉପରେ ସଦର ପୋଲିସ ଚଢାଉ କରିଥିବା ବେଳେ ଵିପୁଳ ପରିମାଣରେ ଅପମିଶ୍ରିତ ଘିଅ ଜଵତ ହୋଇଛି ।

ଅପମିଶ୍ରଣ ଅଭିଯୋଗରେ ଜଣେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେପ୍ଟେମ୍ବର ୨୬ରୁ ଆଜି ମଧ୍ୟରେ କମିଶନରେଟ୍ ପୋଲିସ ଚଢ଼ାଉ କରି ୮ଟି ନକଲି ଖାଦ୍ୟ ସାମଗ୍ରୀ ତିଆରି କାରଖାନା ଠାଵ କରିବା ସହ ସେଗୁଡିକୁ ସିଲ୍ କରିଛି। ଗତକାଲି ନୂଆଵଜାର ଅଞ୍ଚଳରେ ନକଲି ଘିଅ କାରଖାନା ଠାଵ କରିଥିଲା । ଘଟଣାରେ ଚାଲିଛି ପୋଲିସ ଅଧିକ ତନାଘନା ଚଳାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular