ସାହାରପଡ଼ା: ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ସାହାରପଡ଼ାର ଦିବ୍ୟାଙ୍ଗ ଗଣେଶ ପାତ୍ର ଦିଲ୍ଲୀରେ ଖେଳିବେ କ୍ରିକେଟ୍ । ନୂଆଦିଲ୍ଲୀ ଠାରେ ଡ଼ିସେମ୍ବର ୧୦ ଓ ୧୧ ତାରିଖରେ ବିଶ୍ୱ ହ୍ୱୁଲ ଚେୟାର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟଅନୁଷ୍ଠିତ ହେବ । ଦିବ୍ୟାଙ୍ଗ କଂଟ୍ରୋଲ ବୋର୍ଡ଼ ଅଫ ଇଣ୍ଡିଆ ପକ୍ଷରୁ ନୂଆ ଦିଲ୍ଲୀ ର ଛତ୍ରପୁର ସ୍ଥିତ ଲୋହିୟା ଫାର୍ମ ହାଉସ୍ ପଡ଼ିଆରେ ରେ ଏହି ଟୁର୍ଣ୍ଣାମେଂଟଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ କେନ୍ଦୁଝର ସାହାରପଡ଼ା ବ୍ଲକ ବାଲିପଶି ଗ୍ରାମର ଗଣେଷ ପାତ୍ର ମନୋନୀତ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଦିଲ୍ଲୀ , ହରିୟାଣା ଏବଂ ଓଡ଼ିଶା ଦଳ ଅଂଶଗ୍ରହଣ କରିବେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0