କଟକ: ହାଇକୋର୍ଟରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ସାନି ସତ୍ୟପାଠ ଦାଖଲ କଲେ ପୋଲିସ କମିଶନର। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଜବାବ ଦାଖଲ କରାଯାଇଛି। ୧୨ ତାରିଖ ସୁଦ୍ଧା ପ୍ରତି ଜବାବ ଦାଖଲ କରିବେ ଆବେଦନକାରୀ। ଆସନ୍ତା ୧୩ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Visitors Today : 3
Total Visitors : 130169
Total Views : 9891615
Visitors Online Now : 0