ନୂଆଦିଲ୍ଲୀ: ମଣିପୁର ପରେ ଦିଲ୍ଲୀରେ ଭୂମକମ୍ପ ଝଟକା ଲାଗିଛି । ଭୂକମ୍ପ ତୀବ୍ରତା ଏପର୍ଯ୍ୟନ୍ତ ଜଣାପଡି ନାହିଁ । କିନ୍ତୁ ମଧ୍ୟ ଧରଣରୁ ଭୂକମ୍ପ ଅନୁଭୂତ ହୋଇଥବା କୁହାଯାଉଛି । ଭୂକମ୍ପ ଅନୂଭୂତ ହେବା ମାତ୍ରେ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଦିଲ୍ଲୀ ସମେତ ନୋଏଡା ଏବଂ ଗାଡିଆବାଦରେ ମଧ୍ୟ ଭୂକମ୍ପ ଅନୂଭୂତ ହୋଇଥିଲା । ଗୁରୁବାର ରାତିରେ ମଣିପୁରରେ ମଧ୍ୟ ଭୂମ୍ପ ଝଟକା ଲାଗିଥିଲା । ଏହାର ତ୍ରୀବ୍ରତା ରିକ୍ଟର ସ୍କେଲରେ ୩.୨ ମପାଯାଇଥିଲା ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0