ନୂଆଦିଲ୍ଲୀ: ଦେଶ ଛାଡି ଫେରାଇ ହୋଇଥିବା ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ । ଏଥିରେ ଫ୍ରାନ୍ସରେ ଥିବା ତାଙ୍କର ୧.୬ ମିଲିୟନ ୟୁରୋ ମୂଲ୍ୟର ସମ୍ପତ୍ତି ଜବତ କରିଛନ୍ତି। ଏ ନେଇ ଇଡି ଶୁକ୍ରବାର ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି। ଇଡିଙ୍କ ନିବେଦନ ଅନୁସାରେ ଫ୍ରାନ୍ସ କର୍ତ୍ତୃପକ୍ଷ ମାଲ୍ୟାଙ୍କ ‘ଫୋଚ୍’ ୩୨, ଏଭେନ୍ୟୁରେ ଥିବା ଘରକୁ ଜବତ କରିଛନ୍ତି।
ED seizes asset worth 1.6 Million Euros through French authority located at 32 Avenue FOCH, France of Vijay Mallya under PMLA in a #BankFraudCase
— ED (@dir_ed) December 4, 2020
ଫ୍ରାନ୍ସରେ ଜବତ ହୋଇଥିବା ମାଲ୍ୟାଙ୍କ ଏହି ସମ୍ପତ୍ତିର ଆନୁମାନିକ ମୂଲ୍ୟ ଅନୁନ୍ୟ ୧୪.୩୪କୋଟି ଟଙ୍କା ହେବବୋଲି କୁହାଯାଇଛି ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0