ଗୋଆ: ଇଣ୍ଡିଆନ ସୁପରଲିଗର ୧୮ ତମ ମ୍ୟାଚରେ ଓଡିଶା ଏଫସି ଓ ମୁମ୍ବାଇ ସିଟି ଏଫସି ମୁହାଁମୁହିଁ ହେବେ । ଉଭୟ ଦଳ ସେମାନଙ୍କ ଚତୁର୍ଥ ମ୍ୟାଚ ଖେଳିବା ପାଇଁ ଯାଉଛନ୍ତି । ତେବେ ଓଡିଶା ଏଫସି ୩ଟି ମ୍ୟାଚରୁ ୨ଟି ପରାଜୟ ଓ ଗୋଟିଏ ଡ୍ର ସହ ୧ ପଏଣ୍ଟ ହାସଲ କରିଛି । ଅନ୍ୟପଟେ ବିପକ୍ଷ ଦଳ ମୁମ୍ବାଇ ସିଟି ଏଫସି ୩ ଟି ମ୍ୟାଚରୁ ୨ଟି ଜିତିଛି ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ହାସଲ କରିଛି । ତେବେ ମୁମ୍ବାଇ ସିଟି ଏଫସି ବିପକ୍ଷ ମ୍ୟାଚରେ ବିଜୟ ହାସଲ କରିବା ଆମର ପ୍ରଥମ ଲକ୍ଷ ରହିଛି ବୋଲି ଓଡିଶା ଦଳର ମୁଖ୍ୟ ପ୍ରଶିକ୍ଷକ ଷ୍ଟିୱାଟ ବାକ୍ସଟର କହିଛନ୍ତି ।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0