spot_img

ଖାକି ପୋଷାକରେ ବବିଙ୍କ ଲୁକ୍କୁ….ରିଲିଜ ହେଲା ବବି ଦେଓଲଙ୍କ ଫିଲ୍ମ ‘କ୍ଲାସ୍ ଅଫ୍ ୮୩’ର ଟ୍ରେଲର

ରିଲିଜ ହେଲା ବବି ଦେଓଲଙ୍କ ଫିଲ୍ମ ‘କ୍ଲାସ୍ ଅଫ୍ ୮୩’ର ଟ୍ରେଲର । ଫିଲ୍ମ ରିଲିଜ ଅଗଷ୍ଟ ୨୧ ରେ ରିଲିଜ ହେବ ‘କ୍ଲାସ୍ ଅଫ୍ ୮୩’ । ଫିଲ୍ମର ଟ୍ରେଲର ଜିଣିଛି ଦର୍ଶକଙ୍କ ମନ । ଖାକି ପୋଷାକରେ ବବିଙ୍କ ଲୁକ୍କୁ ପସନ୍ଦ କରୁଛନ୍ତି ଲୋକେ । ଆକ୍ସନ ଓ ଥ୍ରିଲରରେ ଭରପୁର ଏହିି ସିନେମାରେ ଦେଖିବାକୁ ମିଳିଛି ମୁମ୍ବାଇ ପୁଲିସର ବାହାଦୂରୀ । କିଛି ସମୟ ଆଗରୁ ରିଲିଜ ହୋଇଥିିବା ଟ୍ରେଲରକୁ ଏଯାବତ୍ ୧ ଲକ୍ଷରୁ ଉଦ୍ଧ୍ୱର୍ ଦର୍ଶକ ଦେଖିସାରିଲେଣି । ନେଟ୍ଫ୍ଲିକ୍ସରେ ରିଲିଜ ହେବାକୁ ଥିବା ଏହି ଫିଲ୍ମଟି ସତ ଘଟଣା ଉପରେ ଆଧାରିତ । ଫିଲ୍ମରେ ବବିଙ୍କ ଗମ୍ଭୀର ଅନ୍ଦାଜ ଦର୍ଶକଙ୍କୁୁ ବେଶ୍ ପସନ୍ଦ ଆସିବ । ରେଡ଼୍ ଚିଲିଜ୍ ଏଣ୍ଟରଟେନ୍ମେଣ୍ଟ୍ଏହାର ନିର୍ମାତା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular