spot_img

ବିଦ୍ୟୁତ କର୍ମଚାରୀ ସଂଘ ୫୯ ତମ ବାର୍ଷିକ ଉତ୍ସବ ପାଳନ

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଶୋକ ନଗର ଉମାମହେଶ୍ୱର ବଣିକ ସଂଘ ରେ ଓଡିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ସଂଘ ୫୯ ତମ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ ଅଶ୍ୱିନୀ ପଲାଇ ଡିଭିଜନ ସମ୍ପକ୍ଷଦକ, ସାଧାରଣ ସମ୍ପାଦକ ଅଜୟ କୁମାର ତ୍ରିପାଠୀ ଏବଂ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ଙ୍କ ସମେତ କର୍ମଚାରୀ ମାନେ ଯୋଗ ଦେଇଥିଲେ । ଟାଟା ବିରୋଧ ରେ ବିଭିନ୍ନ ଦାବୀ ଉପସ୍ଥାପନା କରିଛନ୍ତି । ଯଥା ବି ଏ ସେଲ ହଟାଇ ଟାଟା ଇନ୍ଷର୍ସ କରିବା ସହ ପ୍ରତି ମାସର ତିନି ରୁ ଦଶ ତାରିଖ ମଧରେ ଦରମା ପ୍ରଦାନ କରିବା, ସାଲେରୀ ସ୍ଲିପ ଏପିଫ ଓ ଋଗ୍ଦସ ସ୍ଲିପ ପ୍ରଦାନ ଏବଂ ସରକାରୀ ଘୋଷଣା ଅନୁଯାଇ ପଚିଶ ପରସେଣ୍ଟ ବୃଦ୍ଧି ଉପରେ ନେଇ ଦାବୀ ଉପସ୍ଥାପନା କରିଛନ୍ତି କ୍ଷ ଏଥିସହିତ ବ୍ରହ୍ମପୁର ଠାରେ ଆସନ୍ତା ୨୮ ତାରିଖ ରେ ଓଡିଶା ର ବିଦ୍ୟୁତ କର୍ମଚାରୀ ମାନଙ୍କ ଦ୍ଵାରା ଟାଟା ବିରୋଧ ରେ ସମ୍ମିଳନୀ ହେବ ବୋଲି ସୂଚନା ଦେଇଛନ୍ତି କ୍ଷ

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular