କଟକ : ଆଜି ବୁଜି ଦେଲା ଆହତ ହାତୀ । ଗୁଳି ମାଡ଼ ଯୋଗୁଁ ଗତ ୪ ଦିନ ହେଲା, କଟକ ବନଖଣ୍ଡ ଡାଳିଯୋଡା଼ ରେଞ୍ଜ ସଂରକ୍ଷିତ ଜଙ୍ଗଲରେ ଅସୁସ୍ଥ ଥିବା ହାତୀ ଶେଷରେ ଆଖି ବୁଜି ଦେଇଛି । କେହି ଜଣେ ଶିକାରୀ କିମ୍ବା ଆତତାୟୀ ହାତୀ ଉପରେ ଗୁଳିମାଡ଼ କରିଥିବା ନେଇ ସନ୍ଦେହ କରାଯାଉଛି। ଅନୁଗୁଳରୁ ଏକ ବିଶେଷଜ୍ଞ ଟିମ୍ ଆସି ଅସୁସ୍ଥ ହାତୀର ଚିକିତ୍ସା କରୁଥିଲେ । ହେଲେ ଆଜି ସକାଳେ ହାତୀଟି ମୃତ୍ୟୁ ବରଣ କରିଥିବା ନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0