ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଚୌମୁଖ ଗାଁରେ ଘଟିଛି ଅଭାବନୀୟ ଘଟଣା । ଜଣେ ବ୍ୟକ୍ତିଙ୍କ ଘରେ ପଶିଥିବା ଯୁବକଙ୍କୁ ଗାଁ ଲୋକେ କାବୁ କରି ଗାଁ ଦାଣ୍ଡରେ ବାଡେଇ ପରେ ତା ଶରୀରରେ ଇଟା ଝୁଲାଇ ଦେଇଛନ୍ତି । ସୂଚନା ଅନୁସାରେ, ଚୌମୁଖୀ ଗାଁର ଜଣେ ବ୍ୟକ୍ତି ଗାଁର ଅନ୍ୟ ଜଣକ ଘରେ କେହି ପୁରୁଷ ଲୋକ ନଥିବାବେଳେ ପଶିଯାଇଥିଲେ । ତେବେ କୌଣସି ସୁତ୍ରରୁ ଖବର ପାଇ ଗାଁ ଲୋକେ ସଂପୃକ୍ତ ବ୍ୟକ୍ତିଙ୍କୁ କାବୁ କରି ମାଡ ମାରିବା ସହ ତାଙ୍କ ଶରୀରରେ ଇଟା ଝୁଲାଇଦେଇଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0