ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ଦମଦାର ବ୍ୟାଟିଂ କରିଛନ୍ତି ଯୁବ କ୍ରିକେଟର ଶୁଭମାନ ଗିଲ । ତେବେ ଟେଷ୍ଟ ମ୍ୟାଚରେ ନିଜ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ କରିଛନ୍ତି ଶୁଭମାନ ଗିଲ । ଅନ୍ୟପଟେ ବିପକ୍ଷ ଦଳ ୩୩୮ ରନରେ ଅଲଆଉଟ କରିବା ପରେ ରୋହିତଙ୍କ ସହ ଓପନିଂ କରିବାକୁ ଓହ୍ଲାଇଥିଲେ । ଏହି ମ୍ୟାଚରେ ୧୦୧ ବଲ ଖେଳି ଏହି ଅର୍ଦ୍ଧଶତକ ହାସଲ କରିଛନ୍ତି ଶୁଭମାନ ଗିଲ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0