spot_img

ନବଜାତ ଶିଶୁର ମୃତ୍ୟୁ କୁ ନେଇ ଉତ୍ତେଜନା

ଜମାଲପୁର ର ଏକ ଘରୋଇ ନୁର୍ସିଂହୋମ ରେ ନବ ଜାତ ଶିଶୁର ମୃତ୍ୟୁ କୁ ନେଇ ଉତ୍ତେଜନା ଦେଖା ଦେଇଛି । ଶେଖର ପୁର ସ୍ଥିତ ରବୀନ୍ଦ୍ର ମହାକୁଡ଼ଙ୍କ ପୁତ୍ର ବଧୁ ମନ୍ଦକ୍ଷକିନି ରାଇବାଣିଆ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିଲେ । ଗତ କାଲି ସେ ଡାକ୍ତରଙ୍କ ପରା ମର୍ଶ କ୍ରମେ ଆଶୀର୍ବାଦ ନୁର୍ସିଂହୋମ ରେ ଭର୍ତ୍ତି ହୋଇଥିଲେ। ମାତ୍ର ଅସ୍ତ୍ରୋପଚାର ପ୍ରଚାର ପରେ ପିଲା ଟି ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular