ଡ଼. ଆର୍ ସି ସାମନ୍ତରାୟ ମହାବିଦ୍ୟାଳୟ ଠାରେ ସୁସ୍ଥ ସରକାର ସପ୍ତାହ ପାଳିତ ହୋଇଯାଇଛି।ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ମଳୟ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଝଡେଶ୍ୱର ପାଣିଗ୍ରାହୀ ଏବଂ ମୁଖ୍ୟବକ୍ତା ଭାବେ ଗଣିଆ ବ୍ଲକର ପୂର୍ବତନ ଚେୟାର ମ୍ୟାନ ଅନ୍ତର୍ୟ୍ୟାମୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ତେବେ ଏହି ସମାରୋହରେ କିପରି ଭୋଟ ସମୟରେ ସଠିକ୍ ସରକାର ବାଛିବା ଯାହାଦ୍ଵାରା ସମସ୍ତ ସର୍ବସାଧାରଣ ସଠିକ୍ ନ୍ୟାୟ ପାଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0