spot_img

ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାଶ

ମୁନିଗୁଡାରାୟଗଡା ମୁନିଗୁଡା ଅଞ୍ଚଳରୁ ୧ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ।  ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଚଢାଉ କରିଥିଲା ।  ଦ୍ରୁତ ଗତିରେ ଯାଉଥିବା ଦୁଇଟି ଦାମୀ କାରକୁ ଅଟକାଇଥିଲା ପୋଲିସ । କାର ଗୁଡିକୁ ଛାଡି ଗଞ୍ଜେଇ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ କାର ଯାଞ୍ଚ ବେଳେ ଉକ୍ତ ଦୁଇଟି କାରରୁ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜାଣିପାରି ଥାନାକୁ ଆଣିଥିଲା ପୋଲିସ ଯାଞ୍ଚ ପରେ ଦୁଇଟି କାରରୁ ଏକ କ୍ବିଣ୍ଟାଲ ୪୦ କିଲୋ ଗଞ୍ଜେଇ ଜବତ କରାଯାଇଛି ଜବତ ଗଞ୍ଜେଇର ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି ଏହି ଗଞ୍ଜେଇ କେଉଁଠାରୁ ଆସୁଥିଲା କେଉଁଠିକୁ ଯାଉଥିଲା ସେ ନେଇ ଖୋଳତାଡ ଜାରି ରଖିଛି ପୋଲିସ

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular