spot_img

ଟ୍ରାକ୍ଟର ଟ୍ରଲିରେ ବସି ଅନଲାଇନ କ୍ଲାସ କରୁଛନ୍ତି ଚାଷୀଙ୍କ ପିଲା

ନୂଆଦିଲ୍ଲୀ: କେନ୍ଦ୍ରସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ସାରା ଦେଶରେ ଆନେ୍ଦାଳନ ଜୋର ଧରିଛି । ତେବେ କୃଷକ ଆନ୍ଦୋଳନ କରୁଥିବା ବେଳେ ପରିବାରର ଛୋଟ ଛୋଟ ପିଲା ମଧ୍ୟ ସାମିଲ ହୋଇଛନ୍ତି। ଦିନ ସାରା ଖାଦ୍ୟ ପ୍ରସ୍ତୁତିରେ ସହାୟତା କରୁଥିବା ବେଳେ ପାଠ ମଧ୍ୟ ପଢ଼ୁଛନ୍ତି । ଟ୍ରାକ୍ଟର ଟ୍ରଲିରେ ବସି ଅନଲାଇନ୍ କ୍ଲାସ କରିବା ପରେ ଆନ୍ଦୋଳନରେ ମଧ୍ୟ ସାମିଲ ହେଉଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular