ଭୁବନେଶ୍ୱର: ପୋଲସି କବଜାରେ ରାଜଧାନୀର ବାଇକ ଲୁଟେରା ଗ୍ୟାଙ୍ଗ । ଏନେଇ ୫ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ୪୬ଟି ଚୋରି ବାଇକ ଓ ୭ଟି ମୋବାଇଲ ଜବତ ହୋଇଛି । ଚୋରା ବାଇକ ଗୁଡ଼ିକ ଗୋଟିଏ ଗ୍ୟାଙ୍ଗ ଖୋର୍ଦ୍ଧା ଜଙ୍କିଆରେ ବିକ୍ରି କରୁଥିବାର ବେଳେ ଅନ୍ୟ ବାଇକ ଗୁଡ଼ିକ ରାଜଧାନୀ ଉପକଣ୍ଠରେ ଛିନତାଇରେ ବ୍ୟବହାର କରାଯାଉଥିଲା । ତେବେ ଗିରଫ ସମୟରେ ଗ୍ୟାଙ୍ଗର ଜଣେ ସଦସ୍ୟ ପୋଲିସକୁ ଚକମା ଦେଇ ଖସିପଳାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0