ସାହାରପଡ଼ା: ସାହାରପଡ଼ାରେ ଟୋକନ ପାଇଁ ଚାଷୀ ହନ୍ତସନ୍ତ । ପାଖିାପାଖି ୩୦ରୁ ଉର୍ଦ୍ଧ ଚାଷୀ ଟୋକନ ପାଇବାରୁ ବଂଚିତ । ଏସମ୍ପର୍କରେ ଏମଡ଼ି ମଧୁସୁଦନ ମହାନ୍ତଙ୍କୁ ପଚାରିବାରୁ ଲାମ୍ପସ୍ରେ ମାସ୍ ସରିଯାଇଥିବାରୁ ଟୋକନ ଦିଆଯାଉନାହିଁ ବୋଲି କହିଛନ୍ତି । ମାସ୍ ଆସିଲେ ଚାଷୀ ମାନଙ୍କୁ ଟୋକନ ବଣ୍ଟନ କରାଯାଇ ଧାନ କିଣା ହେବ ବୋଲି ସୁଚନା ଦେଇଛନ୍ତି । ଲ୍ୟାମ୍ପସରେ କର୍ମଚାରୀ ମଧ୍ୟ ଉପସ୍ଥିତ ରହୁନାହାନ୍ତି। ଏପଟେ କିଛି ଚାଷୀଙ୍କ ଟୋକନ ଲାପ୍ସ୍ ହୋଇ ସାରିଲାଣି ଉପରିସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ସାହାରପଡା ଲ୍ୟାମ୍ପସ କୁ ଯଥା ଶିଘ୍ର ମାସ୍ ଦେବାକୁ ଚାଷୀ ଦାବି କରିଛନ୍ତି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0