କାର୍ତ୍ତିକ ପୁର୍ଣିମା ଅବସରରେ ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଥିବା ବିଭିନ୍ନ ଶୌବପୀଠ ରେ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା । କରୋନା କଟକଣା ସାମାନ୍ୟ କୋହଳ ହୋଇଥିବାରୁ ଦେବ ଦେବ ମହାଦେବ ଙ୍କ ଦର୍ଶନ ଲାଗି ଭୋର ରୁ ଭକ୍ତ ମାନଙ୍କ ଗହଳି ଲାଗି ରହିଥିଲା, , ଭକ୍ତ ମାନେ ଭୋରୁ ଉଠି ନଦୀ ଓ ପୁଷ୍କରିଣୀ ରେ ଡ଼ଙ୍ଗା ଭଷାଇ ଥିଲେ,ମାସ ମାସ ଧରି କାର୍ତ୍ତିକ ବ୍ରତ କରିଥିବା ହବିଷ୍ୟାଳି ଙ୍କର ଗହଳି ଦେଖିବାକୁ ମିଳିଥିଲା, କିଶୋର ପ୍ରସାଦ ଠାରେ କାର୍ତ୍ତିକ ମାସ ଉପଲକ୍ଷେ କ୍ଲବ ର କଳା କାର ମାନେ ମଞ୍ଚସ୍ଥ ସାମାଜିକ ନାଟକ(ମଣିଷ ଗଛର ଛାଇ )ନାଟକ ପରିବେଷଣ କରିଥିଲେ, ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ବେହେରା ସାନମାନିତଅତିଥି ଭାବେ ବ୍ଲକ ଅଧକ୍ଷ ଶେଷଦେବ ସ୍ୱାଇଁ, କନ୍ଧମାଳ ସାଂସଦ ଜ଼ିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ସାଂସଦ ବ୍ଲକ ପ୍ରତିନିଧି ବଳରାମ ମହାନ୍ତି, ସହିତ ଅନ୍ୟ ଅତିଥି ମାନେ ଯୋଗଦାନ କରି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ



Visitors Today : 1
Total Visitors : 130424
Total Views : 9891955
Visitors Online Now : 0