ଜଳେଶ୍ବରରେ ପୁଣି ବ୍ରାଉନ ସୁଗାର ଜବତ ! ଦିନକୁ ଦିନ ଜଳେଶ୍ବର ସହରରେ ଧଳା ଜହର ର ପ୍ରାଦୁର୍ଭାବ ବଢ଼ି ଚାଲି ଥିବାବେଳେ ଏହାକୁ ରୋକ ଦେବା ପାଇଁ STF, ଅବକାରୀ, ପୋଲିସ ଚଢ଼ାଉ କରି ଧଳା ଜହର ଜବତ କରୁ ଥିବାରୁ ବେପାରୀ ନୂଆ ଠିକଣା ଖୁଜୁଛନ୍ତି।ଆଜି 2 ଘଟିକା ସମୟରେ ଜଳେଶ୍ବର ପୋଲିସ ର ଏକ ସ୍ୱତନ୍ତ୍ର ଟିମ ପକ୍ଷରୁ ପଶ୍ଚିମ ବଙ୍ଗ ଓ ଓଡ଼ିଶା ସୀମାନ୍ତ ଅଗ୍ରୱାଲ ଛକ ଠାରେ ଚଢ଼ାଉ କରି କରି ଆନୁମାନିକ 150 ଗ୍ରାମର ଧଳା ଜହର ଜବତ କରାଯାଇଛି। ।ଜବତ ଧଳା ଜହର ର ଆନୁମାନିକ ମୂଲ୍ୟ 15ଲକ୍ଷ ଟଙ୍କା ହେବ।।ଗିରଫ ଯୁବକ ଘର ଜଳେଶ୍ୱର ଥାନା ରାଜପୁର ଅଞ୍ଚଳର ବୋଲି ଜଣା ପଡ଼ିଛି।ଗତ 3 ମାସ ମଧ୍ୟରେ ଜଳେଶ୍ବର ରୁ 3KG 565 ଧଳା ଜହର ସହିତ 29 ଜଜବତ କରାଯାଇଛି।



Visitors Today : 1
Total Visitors : 130167
Total Views : 9891612
Visitors Online Now : 1