ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ହୋଇଥିବା ଚାଷୀ ହିଂସାକାଣ୍ଡ ପରେ ମୁହଁ ଖୋଲିଲେ କୃଷକ ନେତା ଭି.ଏମ. ସିଂହ । ତାଙ୍କ ସଙ୍ଗଠନ ଏହି ମୁହୂର୍ତ୍ତରୁ ଆନ୍ଦୋଳନ ଛାଡୁଥିବା ଘୋଷଣା କରିଛନ୍ତି। ସେହିପରି ଭାରତୀୟ କିଷାନ ୟୁନିୟନର ଜାତୀୟ ସଭାପତି ଭାନୁପ୍ରତାପ ସିଂହ ମଧ୍ୟ ନିଜକୁ ଆନ୍ଦଳନରୁ ପୃଥକ କରୁଥିବା ବୁଧବାର ଘୋଷଣା କରିଛନ୍ତି। ୨୬ ଜାନୁୟାରୀରେ ଆମେ ନିଜକୁ ଓ ନିଜ ଦେଶକୁ ବଦନାମ କରିବାକୁ ଦିଲ୍ଲୀ ଆସିନଥିଲୁ ବୋଲି କହିଛନ୍ତି ରାଷ୍ଟ୍ରୀୟ କିଷାନ ମଜଦୂର ସଂଘର ସଭାପତି। ଏଠାରେ ଆମେ କାହାକୁ ସହିଦ କରିବାକୁ କି ନିଜ ସଙ୍ଗଠନର ସଦସ୍ୟଙ୍କୁ ମାଡ ମରେଇବାକୁ ଆଣି ଆସିନୁ । ଏଣୁ ଆମେ ଆନ୍ଦୋଳନ ଛାଡୁଥିବା ସିଂହ କହିଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0