spot_img

ସର୍ଟସର୍କିଟରୁ ଅଗ୍ନିକାଣ୍ଡ

ସର୍ଟସର୍କିଟରୁ ଭୟଙ୍କର ଅଗ୍ନିକାଣ୍ଡ । ଏଭଳି ଦୁର୍ଘଟଣା ଘଟିଛି ରାଜକନିକା ହାବଳଗଣ୍ଡ ପଞ୍ଚାୟତର ବନ୍ଧପଡା ଗ୍ରାମର ଇନ୍ଦ୍ରମଣି ବେହୁରିଆଙ୍କ ଘରେ । ଗତକାଲି ବିଳମ୍ବିତ ରାତିରେ ସର୍ଟସର୍କିଟ ଯୋଗୁଁ ଆଠ ବଖରା ଘର ଜଳି ଯାଇଛି । ଉକ୍ତ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେବା ସହ ୪ଟି ଗାଇ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଦେଖିବାକୁ ମିଳିଛି । ତେବେ ଖବର ପାଇ ରାଜକନିକା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular