spot_img

ଗଣିଆରେ କ୍ଲିନ୍ ଇଣ୍ଡିଆ ପ୍ରୋଗ୍ରାମ

ଗଣିଆ : ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ପାଳିତ ହୋଇ ଯାଇଛି ଗଣିଆରେ କ୍ଲିନ୍ ଇଣ୍ଡିଆ ପ୍ରୋଗ୍ରାମ । ଗଣିଆ ବ୍ଲକ ର କିଶ୍ବର ଚନ୍ଦ୍ର ନୋଡାଲ ହାଇସ୍କୁଲୁ , ଓ ପୁରୁଣା ବାଳିକା ନୋଡାଲ ହାଇସ୍କୁଲ ର ସାଇକେଲ ଷ୍ଟାଣ୍ଡ,ମୁଖ୍ୟ ରାସ୍ତା ସଫକାରିବା ସହିତ ପରିବେଶ କୁ ପ୍ଲାଷ୍ଟିକ ଓ ପଲଥିନି ମୁକ୍ତ କରିବା ପାଇଁ ପାୟସ କରିଥିଲେ । ଏହି କାର‌୍ୟ୍ୟକ୍ରମରେ ଗଣିଆ ବ୍ଲକ ର ସ୍ୱଚ୍ଛାସେବୀ ଶୁଭାଶିଷ ମିଶ୍ର, ତୃଶାର ମଲିକ,ଆଲୋକ କୁମାର ସାହୁ, ଙ୍କ ସହିତ ଭାପୁର ବ୍ଲକ ର ୟଙ୍ଗଷ୍ଟାର ୟୁଥ୍ କ୍ଳବ କିଛି ସଦସ୍ୟ ଙ୍କ ସହିତ ଭାପୁର ବ୍ଲକ ର ସ୍ଵେଚ୍ଛାସେବୀ ସତ୍ୟବ୍ରତ ମହାରଣା ପ୍ରମୁଖ ଯୋଗ ଦେଇ କାର‌୍ୟ୍ୟକ୍ରମ କୁ ସଫଳ କରିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular