spot_img

ବୁର୍ଲା ଆନ୍ଧ୍ର ବ୍ୟାଙ୍କରେ ଅଗ୍ନିକାଣ୍ଡ

ବୁର୍ଲା: ଆନ୍ଧ୍ର ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟରୁ ନିଆ ଲାଗିଥିବା ସୂଚନା । ବ୍ୟାଙ୍କ ଖୋଲିବା ବେଳକୁ ଧୂଆଁ ବାହାରୁଥିବା ଦେଖିଥିଲେ କର୍ମଚାରୀ । ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗକୁ ଏ ବାବଦରେ ସୂଚନା ଦେଇଥିଲେ। ସୂଚନା ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁଙ୍କୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡରେ ବ୍ୟାଙ୍କର ପାଣି ଫ୍ରିଜର, ଏସି ଓ କିଛି କମ୍ପ୍ୟୁଟର ସହିତ ଜରୁରୀ କାଗଜପତ୍ର ପୋଡିଯାଇଥିବା ସୂଚନା ମିଲିଛି । ଗତକାଲି ରାତିରେ ନିଆଁ ଲାଗିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular