କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସିକେରକୁପା ବନବିଭାଗ ଫରେଷ୍ଟ ଗାର୍ଡ ସୁହାଗ ରଞ୍ଜନ ପଣ୍ଡା ନିଖୋଜ । ନିଖୋଜ ହେବାର ସପ୍ତାହରୁ ଅଧିକ ହୋଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ । ଅଫିସ କାର୍ୟ୍ୟରେ ଯାଇ ଫରେଷ୍ଟ ଗାର୍ଡ ସୁହାଗ ଜଙ୍ଗଲରୁ ନିଖୋଜ ହୋଇଯାଇଥିବା ନେଉ ନର୍ଲା ଥାନାରେ ବନବିଭାଗ ପକ୍ଷରୁ ଏତଲା ଦିଆଯାଇଛି । ଅଭିଯୋଗ ପରେ ପୋଲିସ ତାଙ୍କୁ ଖୋଜିବାକୁ ଉଦ୍ୟମ ଜାରି ରଖିଥିବା ବେଳେ ଏପର୍ୟ୍ୟନ୍ତ ସଫଳତା ମିଳିନାହିଁ ।



Visitors Today : 0
Total Visitors : 130210
Total Views : 9891678
Visitors Online Now : 0