ଚଣ୍ଡିଖୋଲ: ଚଣ୍ଡିଖୋଲରେ ଗୋଟିଏ ନମ୍ବରରେ ଏକାଧିକ ଗାଡି ଚାଲୁ ଥିବାର ନଜରକୁ ଆସିଛି । ଏକ ୧୦ ଚକିଆ ଟ୍ରକ ରେ ଓଆର ୦୯ ଜି-୯୬୨୩ ନମ୍ବ ବିଶିଷ୍ଟ ନମ୍ବର ପ୍ଲେଟ୍ ଲାଗିଥିବା ବେଳେ ଆଉ ଏକ ହାଇୱାରେ ମଧ୍ୟ ସମାନ ନମ୍ବରର ନମ୍ବର ପ୍ଲେଟ ରହିଛି । ଗୋଟିଏ ନମ୍ବରରେ ଚାଲିଛି ଦୁଇ ଦୁଇଟି ଗାଡି। ଏହାଦ୍ବାରା ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବହାନୀ ମଧ୍ୟ ହେଉଛି । ଏହା ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।



Visitors Today : 1
Total Visitors : 130176
Total Views : 9891623
Visitors Online Now : 0