ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ବେଲପଡା ପଞ୍ଚାୟତର ସମ୍ପର୍ଗ କ୍ଲବରେ ଅନୁଷ୍ଠିତ ହୋଇଯାଇଛି ନେହେରୁ ଯୁବ କେନ୍ଦ୍ର ସଂଗଠନ ର ଜନ୍ମ ଦିବସ ଓ ନେହେରୁଙ୍କ ଜନ୍ମ ଜୟନ୍ତୀ । ମୁଖ୍ୟ ଅତିଥି କମଳ ବେହେରା ଯୋଗ ଦେଇ ଦୀପ ପ୍ରଜ୍ୱଳନ କରିଥିଲେ । ବ୍ଲକ ସଭାପତି ଗୋପାଲ ବେହେରା ,ସେକ୍ରେଟୋରୀ ପ୍ରତାପ ବେହେରା,ତୁଷାର ମଲିକ ଓ ସ୍ୱଚ୍ଛାସେବୀ ଶୁଭାଷିଶ ମିଶ୍ର ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନେହେରୁଙ୍କ ଅବଦାନ ଅତୁଳନୀୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏବଂ ଚାଳିଶରୁ ଅଧିକ ସଦଶ୍ୟ ଯୋଗଦେବା ସହ ଅଭିଭାଷଣ ଏବଂ ଶାନ୍ତି ପାଠ କରିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0