ନୟାଗଡ ଜିଲ୍ଲା ଗଣିଆ ବ୍ଲକରେ କାର ବାଇକ ଧକ୍କା । ଜଣେ ଗୁରୁତର । ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନନ୍ତର କରାଯାଇଛି । ଖବର ପାଇ ଗଣିଆ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିବା ସହ ଉକ୍ତ କାର କୁ ଜବତ କରିଛି । ଗୁରୁତର ଜଣକ ହେଉଛନ୍ତି ପତଣ୍ଡା ଗ୍ରାମର ରବୀନ୍ଦ୍ର ମହାରଣା । ତେବେ ଗୁରୁତର ରବୀନ୍ଦ୍ରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0