ଅହମଦାବାଦ: ଫେବୃଆରୀ ମାସ ପାଇଁ କରୋନା ଗାଇଡଲାଇନ ଆସି ଯାଇଛି । ତେବେ ଏଥର ପ୍ରାୟ ସବୁ କାର୍ୟ୍ୟ ଏବେ ସହଜ ହେବାକୁ ଯାଉଛି। ସିନେମା ହଲ, ଥିଏଟର ଆଦି ସମ୍ପୂର୍ଣ୍ଣ ରୂପେ କାର୍ୟ୍ୟକ୍ଷମ ହେବ। ଭ୍ୟାକସିନ୍ ଆସିଛି ସତ କିନ୍ତୁ ସତର୍କତା ଜରୁରି। ଗୁଜୁରାଟର ୪ ସହରରେ ନାଇଟ କର୍ଫ୍ୟୁ ବଳବତ୍ତର ରହିଲା। ଅହମଦାବାଦ, ସୁରଟ, ଭଦୋଦରା ଏବଂ ରାଜକୋଟ ସହରରେ ରାତି ୧୧ରୁ ସକା ୬ ଯାଏ ରାତ୍ରି କାଳୀନ କର୍ଫ୍ୟୁ ଲାଗିରହିବ ବୋଲି ଶନିବାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ନାଇଟ୍ କର୍ଫ୍ୟୁ ଫେବୃଆରୀ ୧୫ ଯାଏଁ ବଳବତ୍ତର ରହିବ ବୋଲି ଜଣାପଡ଼ିଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0