( )ମିଳିଲା ଗ୍ରୀନ ସିଗନାଲ…. ଏଥର ହାଉସଫୁଲ ହେବ ସିନେମା ହଲ…..ଆସନ୍ତା କାଲିଠାରୁ ଶତ ପ୍ରତିଶତ ଲୋକଙ୍କୁ ନେଇ ଚାଲିବ ପ୍ରେକ୍ଷାଳୟ….କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଣଳୟ ପକ୍ଷରୁ ଏସଓପି ଜାରି…..ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବାକୁ ଦର୍ଶକଙ୍କୁ ପରାମର୍ଶ…..
( )ମାର୍ଚ୍ଚରେ ମିଳିପାରେ “କାଳିଆ” ଯୋଜନାର ତୃତୀୟ କିସ୍ତି…..ପିଏମ କିଷାନର ୬ ହଜାର, କାଳିଆର ୪ ହଜାର ଟଙ୍କା ଦେବାକୁ ସରକାରଙ୍କ ଯୋଜନା…..୨୦୨୦ ଖରିଫ ଓ ରବି ଋତୁ ବାବଦରେ ମିଳିବ ସହାୟତା….ସେପଟେ ୨୦୨୧ ରେ ହୋଇନାହିଁ କୌଣସି ନିଷ୍ପତ୍ତି….
( )ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଖୁସି ଖବର….ଫେବ୍ରୁୟାରୀ ୨ ତାରିଖରୁ ଖୋଲିବ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍…..କରୋନା କଟକଣା ଭିତରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ…..ପୂର୍ବ ଭଳି ସେମାବାର ବ୍ୟତୀତ ଅନ୍ୟ ଦିନ ଖୋଲିବା ନେଇ ପ୍ଲାନେଟାରିୟମ ନିଦେ୍ର୍ଦଶକଙ୍କ ସୂଚନା….
( ) ସେରମ ଇନଷ୍ଟିଚ୍ୟଟ ଅଫ୍ ଇଣ୍ଡିଆର ମୁଖ୍ୟ ଅଦାର ପୁନୱାଲାଙ୍କ ବଡ ଘୋଷଣା…..କରୋନା ମୁକାବିଲା ପାଇଁ ଭାରତକୁ ମିଳିପାରେ ତୃତୀୟ କରୋନା ଟିକା କୋଭାଭାକ୍ସ…..କିଛି ମାସ ପରେ ଭାରତରେ ପ୍ରୟୋଗ ଆଶା….
( )ଅଭେଦ୍ୟ ଦୁର୍ଗରେ ପରିଣତ ହେଲା ଦିଲ୍ଲୀ- ଗାଜିପୁର ସୀମା…..ଆନେ୍ଦାଳନକାରୀ ଚାଷୀଙ୍କୁ ଅଟକାଇବାକୁ ରାତାରାତି ତିଆରି ହେଲା ୧୨ ଲେୟାର ବ୍ୟାରିକେଡ….. ଏନଏଚ-୨୪ ଏବଂ ନଏଡା ସେକ୍ଟର-୬୨ରୁ ଅକ୍ଷରଧାମ ରାସ୍ତା ପୁରାପୁରି ସିଲ….ଜାନୁୟାରୀ ୨୬ ରେ ହୋଇଥିବା ହିଂସାକାଣ୍ଡ ପରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି…..
( )ରାଜ୍ୟରେ ପୁଣି ବଢିବ ଶୀତ…..ଆଜିଠୁ ତିନି ଦିନ ପାଇଁ ବରଗଡ ଓ ଝାରସୁଗୁଡା ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି…. ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଘନ କୁହୁଡିର ଆସ୍ତରଣ….ସତର୍କ ରହିବାକୁ ପାଣିପାଗ ବିଭାଗର ପରାମର୍ଶ…..



Visitors Today : 0
Total Visitors : 130166
Total Views : 9891611
Visitors Online Now : 0