spot_img

ଏନଏଚରେ ବସିଲେ ଚାଷୀ

ଭୁବନେଶ୍ୱର: ଏନଏଚ୍ ଉପରେ ବସିଲେ ଚାଷୀ । ନୂତନ କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ କରିଛନ୍ତି । ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଭୁବନେଶ୍ୱରରେ ଆନେ୍ଦାଳନ କରାଯାଇଛି । ଭୁବନେଶ୍ୱରକୁ ଆସୁଥିବା ଚାଷୀ ପଟୁଆରକୁ ପୋଲିସ ଅଟକାଇଛି । ପ୍ରତିବାଦରେ ଜାତୀୟ ରାଜପଥ ଉପରେ ବସିଛନ୍ତି ଶହ ଶହ ଚାଷୀ । ହାଇଟେକ୍ ଛକ ଜାତୀୟ ରାଜପଥ ଉପରେ ଚାଷୀ ବସି ନିଜ ଆନେ୍ଦାଳନରେ ଚଳାଇଛନ୍ତି । ରାସ୍ତା ଉପରେ ଚାଷୀଙ୍କ ଆନେ୍ଦାଳନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଚାଷୀ ନେତା ଅକ୍ଷୟ କମାରଙ୍କ ସହ ଶତାଧିକଙ୍କୁ ଗିରଫ କରିଛି ପୋଲିସ୍ । ବରଗଡରେ ମଧ୍ୟ ଚାଷୀଙ୍କ ବିରୋଧ । ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତିର ରାସ୍ତା ଅବରୋଧ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular