spot_img

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବିରୋଧରେ ବିଷ ଓଗାଳିଲା ଜାକିର ନାଇକ

ଦୁବାଇ: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ବିରୋଧରେ ସମଗ୍ର ଇସଲାମ ଦେଶ ଗୁଡିକରେ ବିରୋଧରେ ପ୍ରଦର୍ଶନ ଜାରି କରାଯାଇଛି । ତେବେ ଜାକିର ନାଇକ ଏହାର ଲାଭ ଉଠାଇ ନିଜର ଏଜେଣ୍ଡାକୁ ଆଗକୁ ବଢାଇଛନ୍ତି । ଜାକିର ନାଇକ ପ୍ରଥମେ ସାମାଜିକ ଗଣମାଧ୍ୟମରେ ଫ୍ରାନ୍ସର ସାମଗ୍ରୀ ବହିଷ୍ପାର କରିବାକୁ ଅପିଲ କରିଥିଲା । ପୁଣି ଏବେ ଜାକିର ନାଇକ ଏକ ବିବାଦୀୟ ପୋଷ୍ଟ ଅପଲୋଡ କରିଛି । ଏଥିରେ ଲେଖା ହୋଇଛି ଆହ୍ଲାଙ୍କ ଦୂତଙ୍କୁ ଗାଳି ଦେଇଥିବା ଲୋକଙ୍କୁ ଯନ୍ତ୍ରଣାଦାୟକ ଦଣ୍ଡ ମିଳିବ । ଏହା ପୂର୍ବରୁ ଜାକିର ନାଇକ ବିରୋଧରେ ଭାରତରେ ଅନେକ ଉସୁକାଇବା ପରି ପୋଷ୍ଟ କରିଥିବା ଅଭିଯୋଗ ହୋଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular