spot_img

ଫେବୃଆରୀ ୧ରୁ ପୂର୍ବପରି ସିନେମା ହଲକୁ ଯିବେ ଦର୍ଶକ

ନୂଆଦିଲ୍ଲୀ: କେନ୍ଦ୍ରସରକାରଙ୍କ ନୂତନ ଗାଇଡଲାଇନ ଅନୁସାରେ ପୂର୍ବପରି ସିନେମା ହଲକୁ ଯିବେ ଦର୍ଶକ । ତେବେ ଫେବୃଆରୀ ୧ ଠାରୁ ସିନେମା ହଲ ଗୁଡିକରେ ପୂର୍ବପରି ପୂର୍ଣ୍ଣ କ୍ଷମତାରେ ଦର୍ଶକ ଯାଇ ପାରିବେ । ତେବେ ସରକାର ସିନେମା ହଲ ଉପରେ ଜାରି କରିଥିବା ସମସ୍ତ କଟକଣାକୁ ଉଠାଇ ଦେଇଛନ୍ତି । ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର, ଆରୋଗ୍ୟ ସେତୁ ଆପ ଇନଷ୍ଟଲ କରିବା ଏବଂ ଥର୍ମାଲ ସ୍କ୍ରିନିଂ ଆଦିକୁ ପାଳନ କରାଯିବ ବୋଲି କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular