କୋରାପୁଟ :କୋରାପୁଟ ଜିଲ୍ଲାର ୨ଟି ସ୍ଥାନରୁ ବିପୁଳ ପରିମାଣର ଗଂଜେଇ ଜବତ କରିଛି ପୋଲିସ । ପ୍ରାୟ ୧୩ କ୍ୱିଂଟାଲ ଗଂଜେଇ ଜବତ ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ୨କୋଟିରୁ ଅଧିକ ହେବ ବୋଲି ଆକଳନ କରିଛି ପୁଲିସ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ହନୁମାଳ ଗାଁର ଏକ ନିର୍ମାଣଧୀନ କୋଠାରୁ ପ୍ରାୟ ୮ କ୍ୱିଂଟାଲର ଅଧିକ ଗଂଜେଇ ଜବତ କରିଛି ପୋଲିସ । ଅନ୍ୟପଟେ ଆନ୍ଧ୍ରକୁ ଚାଲଣ ହେଉଥିବା ଏକ ମିନିଟ୍ରକରୁ ୫ କ୍ୱିଂଟାଲ ଗଂଜେଇ ଜବତ କରିଛି । ଏନେଇ ମାମଲା ରୁଜୁ କରିଛି ପୋଲିସ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0