କନ୍ଧମାଳ : ବିପୁଳ ଟଙ୍କାର ବେଆଇନ ଗଞ୍ଜେଇ ଚାଷ ନଷ୍ଟ । କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ୧କୋଟି ୮୦ଲକ୍ଷ ଟଙ୍କାର ବେଆଇନ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ସାଇନପଡ଼ା ପଞ୍ଚାୟତର ଡାଉଙ୍ଗିଆ ଓ କାଳିଆଜୋଡ଼ି ଅଞ୍ଚଳର ସରକାରୀ ଜଙ୍ଗଲରେ ୧୮୦ ଏକର ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ । ତେବେ ୧୮୦ ଏକର ଜମିରେ ହୋଇଥିବା ୧ଲକ୍ଷ ୮୦ ହଜାର ଗଞ୍ଜେଇ ଗଛକୁ କାଟିବା ସହ ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରିଦେଇଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0