spot_img

ସପ୍ତାହେ ଭିତରେ କମିବ କରୋନା ?

ଗଂଜାମ : କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ । ଆଗାମୀ ସପ୍ତାହରୁ ଆକ୍ରାନ୍ତଙ୍କ ସଂଖ୍ୟା କମିପାରେ । ସ୍କ୍ରିନିଂ ଅଧିକ ହୋଇଥିବାରୁ ପଜିଟିଭ କେସ ବଢିଛି । ୨ ଶହ ଡାକ୍ତରୀ ଟିମ ଘରକୁ ଘର ବୁଲି ସ୍ଥିତି ଦେଖୁଛନ୍ତି । ଗ୍ରାମାଚଂଳରେ ମଧ୍ୟ ଘରକୁ ଘର ବୁଲି ସର୍ଭେ କରାଯାଉଛି । ୭୦ ପ୍ରତିଶତ ଡାଏବେଟିସ ରୋଗୀ ସୁସ୍ଥ ହୋଇ ଘରକୁ ଫେରି ଛନ୍ତି । ୩ ଜଣ ଗୁରୁତର ରୋଗୀଙ୍କୁ ପ୍ଲାଜମା ଦିଆଯାଇଛି । ଆକ୍ରାନ୍ତଙ୍କୁ ଖୋଜି ଚିକିତ୍ସା କରାଯାଉଥିବା ନେଇ ଗଂଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular