ବ୍ରହ୍ମପୁର : ବେଆଇନ ଗୁଟଖା ପ୍ରସ୍ତୁତକାରୀ ୟୁନିଟ୍ ଉପରେ ଜିଲ୍ଲା ପ୍ରଶାସନର ଚଢାଉ ଗୁଟଖା ପ୍ରସ୍ତୁତ ଯନ୍ତ୍ର, ବ୍ୟାପକ ଗୁଟଖା ସାମଗ୍ରୀ ଓ ଗୁଟଖା ଜବତ କରାଯାଇଥିବା ବେଳେ ୮ ଜଣଙ୍କୁ ଅଟକ ରଖାଯାଇଛି । ଗୁରୁଣ୍ଠିରେ ଚଢାଉ କରାଯାଇଥିବା ବେଳେ ହୁଗୁଳାପଟାରେ ମଧ୍ୟ ଆଉ ଏକ ୟୁନିଟ୍ ଉପରେ ଚଢାଉ କରାଯାଇଥିବା ସୂଚନା ମିଳିଛି । । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ବାହୁ ସାହେବ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ମାମଲାର ତଦନ୍ତ ଭାର ସଦର ଥାନାକୁ ହସ୍ତାନ୍ତର କରାଯାଇଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।
One more illegal gutkha factory with mixers and materials worth 1cr is seized in the same area.@Ganjam_Admin @homeodisha @CMO_Odisha pic.twitter.com/MrJmYp8zvp
— SDM Brahmapur (@sdmbam) August 1, 2020



Visitors Today : 3
Total Visitors : 130169
Total Views : 9891615
Visitors Online Now : 0