spot_img

ଗଞ୍ଜାମରେ କମୁଛି କରୋନା ସଂକ୍ରମଣ

ଗଞ୍ଜାମ: ଗଞ୍ଜାମରେ ଜିଲ୍ଲାରେ କମୁଛି କରୋନା ସଂକ୍ରମଣ ସଂଖ୍ୟା । କ୍ରମାଗତ ଭାବେ ବଢ଼ିଚାଲିଛି କୋଭିଡ଼ ଟେଷ୍ଟିଂ । ଜିଲ୍ଳାରେ ୮୪ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହେଲେଣି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ କୁଲାଙ୍ଗେ ।
ସେ ଅହୁରି କହିଛନ୍ତି ଗଞ୍ଜାମରେ କରୋନା ସ୍ଥିତି ସୁଧୁରିବାରେ ଲାଗିଛି । ଆକ୍ରାନ୍ତଙ୍କ ସ୍ଥିତି ମଧ୍ୟ କମିବାରେ ଲାଗିଛି । କରୋନା ଆରୋଗ୍ୟ ହାର ୮୪ ପ୍ରତିଶତ ରହିଛ । ସୁସ୍ଥ ହାର ବୃଦ୍ଧି ପାଇବାରେ ଲାଗିଛି । ଏତତ୍ ବ୍ୟତୀତ ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ଦ୍ରୁତ ହ୍ରାସ ଦେଖିବାକୁ ମିଳୁଛି । ଏହାସହ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular