ଘସିପୁରା: ଘସିପୁରାରେ ୩ୟ ବାର୍ଷିକ ରାଜ୍ୟସ୍ତରୀୟ ଫୁଟବଲ ଟୁ୍ର୍ଣ୍ଣାମେଣ୍ଟ ଉଦଘାଟିତ । ପାଟନା ଖେଳପଡ଼ିଆଠାରେ ଏହି ଟୁର୍ଣ୍ଣମେଂଟ ଅନୁଷ୍ଠିତ ହୋଇଛି । ମହାଦେବ ରାଣୀ କ୍ଲବ ପକ୍ଷରୁ ଏହି ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଛି । ଏଥିରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଟିମ ଅଂଶଗ୍ରହଣ କରିଛନ୍ତି । ଉଦଘାଟନି ଉସôବରେ ମୁଖ୍ୟ ଅତିଥି ଭାବେ ନାଲୁରାମ ମାରାଣ୍ଡି , ଶ୍ୟାମସୁନ୍ଦର ହେମ୍ବ୍ରମ ଯୋଗଦେଇ ଖେଳକୁ ଉଦଘାଟିତ କରିଥିଲେ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0