ହତ୍ୟାକାରୀକୁ ଧରାଇ ଦେଲା ଛେଳି । ଅପରାଧୀକୁ ଖୋଜି ଖୋଜି ନୟାନ୍ତ ହୋଇଥିଲା ପୋଲିସ । କିନ୍ତୁ ଶେଷରେ ଗୋଟିଏ ଛେଳି ହିଁ ପ୍ରକୃତ ଅପରାଧୀକୁ ପୋଲିସକୁ ଧରାଇ ଦେଇଛି । ହୁଏତ ଏହି ଘଟଣା ଶୁଣିବା ପରେ ଆପଣ ଆଶ୍ଚର୍ୟ୍ୟ ଓ ଚକିତ ହୋଇଯାଇଥିବେ ।ଘଟଣା ସମ୍ପର୍କରେ ପୂରା ତଥ୍ୟ ଜାଣିବା ପରେ ଆପଣ ବି ବିଶ୍ୱାସ କରିବାକୁ ବାଧ୍ୟ ହେବେ ।
ଉତରପ୍ରଦେଶରେ ଗତ କିଛି ଦିନ ତଳେ ଏକ ବିଭତ୍ସ ହତ୍ୟାକାଣ୍ଡ ହୋଇଥିଲା । ରାଜ୍ୟର ହମିରପୁର ଜିଲ୍ଲା ନିକଟରେ ଜଣେ ୬୦ ବର୍ଷ ବସସ୍କା ମହିଳାଙ୍କୁ ଘର ଭିତରେ ଅତି ନୃସଂଶ ଭାବରେ ହତ୍ୟାକରାଯାଇଥିବା ନେଇ ଥାନାରେ ମାମଲା ଦାୟର ହୋଇଥିଲା । ହତ୍ୟାକାଣ୍ଡର ରହସ୍ୟ ଓ ପୂରା ଘଟଣା ଉପରୁ ପରଦା ଉଠାଇବାକୁ ପୋଲିସ ନିରନ୍ତର ଭାବରେ କାର୍ୟ୍ୟ କରୁଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0