spot_img

ସୁସ୍ଥ ହେଲେ ୧୬୧୧ଜଣ କରୋନା ଆକ୍ରାନ୍ତ ,ଓଡିଶାର ମୋଟ ସୁସ୍ଥ ସଂଖ୍ୟା ୪୬,୯୩୫..

ରାଜ୍ୟରେ ଆଜି ୨୯ଟି ଜିଲ୍ଲାରୁ ଆଜି ୧୬୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତ୍ି ।ଏହା ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୬ହଜାର ୯୩୫ରେ ପହଂଚିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular