ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦ୍ରବ୍ୟ ଓ ସେବା କର ପରିଷଦର ୪୧ତମ ବୈଠକ ସରିଛି । ଏଥିରେ ରାଜ୍ୟକୁ ପ୍ରଦାନ କରାଯାଉଥିବା ଜିଏସଟି କ୍ଷତିପୁରଣ ଉପରେ ଆଲୋଚନା ହୋଇଛି । ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମକୁ ସମ୍ବୋଧନ କରି ସମସ୍ତ ସୁଚନା ଦେଇଛନ୍ତି । ଆର୍ଥିକ ବର୍ଷ ୨୦୨୦-୨୧ ରାଜ୍ୟରେ ହ୍ରାସ ପ୍ରାୟ ୩ଲକ୍ଷ କୋଟି ଟଙ୍କା ହେବ । ଜିଏସଟି କ୍ଷତିପୁରଣ ଉପକରେ ୬୫,୦୦୦କୋଟି ଟଙ୍କା ହେବ । ସେସ,ରାଜ୍ୱସ ପାର୍ଥ୍ୟକକୁ ପୁରଣରେ ସହଯୋଗ କରିବ । ଚଳିତ ଆର୍ଥିକ ବର୍ଷ ଜିଏସଟି ସଂଗ୍ରହରେ ୨.୩୫ଲକ୍ଷ କୋଟି ଟଙ୍କା ହ୍ରାସ ଆଶଙ୍କା ରହିଛି । ରାଜ୍ୟକୁ କ୍ଷତିପୁରଣ ପାଇଁ ୨ବିକଳ୍ପ ଦିଆଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0