spot_img

ଗେଲଙ୍କ ୧୦୦୦ ଛକା

ଦୁବାଇ: ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସ ଗେଲ ଆଉ ଗୋଟେ କିର୍ତ୍ତୀମାନ ରଚିଛନ୍ତି । ସମସ୍ତ ଟି-୨୦ ଫର୍ମାଟରେ ୧୦୦୦ଛକା ପୂର୍ଣ୍ଣ କରିଛନ୍ତି କ୍ରିସ ଗେଲ । ତେବେ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଏପରି ଏକ ବିରଳ ଇତିହାସ ରଚିପାରିଛନ୍ତି କ୍ରିସ ଗେଲ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular