ଅସ୍ତରଙ୍ଗ: ଅସ୍ତରଙ୍ଗ ରେ ବିଜୁ ଜନତା ଦଳ ଦୁଇ ଫାଳ l ଜନ ସାଧାରଣ ଜାଣି ପାରୁନାହାନ୍ତି କିଏ ବିଜୁ ଜନତା ଦଳ କର୍ମୀ l ଏହା କହିବାର ତାପର୍ୟ୍ୟ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ରେ ବିଜେଡି ର ଗୋଷ୍ଠୀ କନ୍ଦଳ ଦୀର୍ଘ ଦିନଧରି ଚାଲିଛି l କିନ୍ତୁ ଗୋଷ୍ଠୀ କନ୍ଦଳ ପାଇଁ ବିଭିନ୍ନ ଉନୟନ ମୂଳକ କାର୍ୟ୍ୟବାଧା ପ୍ରାପ୍ତ l ଗୋଟିଏ ପଟେ ବିଜେଡି ଟିକେଟ ଲଢ଼ିଥିବା ମନ୍ତ୍ରୀ ତୁଷାର କାନ୍ତି ବେହେରା ଅନ୍ୟ ପଟେ ସେହି ବିଜେଡି ଟିକେଟରେ ଶଙ୍ଖ ଚି଼ହ୍ନ ରେ ଲଢ଼ିଥିବା ଦୁଇ ନମ୍ବର ଜୋନ ର ଜିଲ୍ଲା ପରିଷଦ ଗଦାଧର ବିଶ୍ୱାଳ l ଯାହାକି ଅସ୍ତରଙ୍ଗ ରେ ବିଜେଡି ର ଗୋଷ୍ଠୀ କନ୍ଦଳ l ଅନ୍ୟ ପଟେ ଦେଖିବାକୁ ଗଲେ ଆଗକୁ ଆସୁଛି ୨୦୨୨ମସିହା ପଂଚାୟତ ଇଲେକ୍ସନ l ଏହି ଗୋଷ୍ଠୀ କନ୍ଦଳ ର ଫାଇଦା ଉଠାଇବାକୁ ବିରୋଧୀ କଂଗ୍ରେସ ଓ ବିଜେପି ପ୍ରସ୍ତୁତ କଲଣି ରଣନୀତି l ଅନ୍ୟ ପଟେ ବିଜେଡି ର ତୁଙ୍ଗ ନେତା ମାନଙ୍କୁ ନେଇ ଅସ୍ତରଙ୍ଗ ସବୁଜ ଶାଖା ନିକଟରେ ହୋଇଛି ଏକ ବଡ଼ ଧରଣ ବୈଠକ l ଯାହା କି ସିଧା ସଳଖ କହିଛନ୍ତି ବିଧାୟକ ମହାଶୟ ପୁରୁଖା ଓକିଛି ବିଜେଡି କର୍ମୀ ଙ୍କୁ ଅଣ ଦେଖା କରୁଛନ୍ତି l ସେଥିପାଇଁ ପନ୍ଦରଟି ପଂଚାୟତର ବହୁ ବିଜେଡି କର୍ମୀ ଅସ୍ତରଙ୍ଗ ସବୁଜ ଶାଖା ନିକଟରେ ରେ ଏକ ମାନସ ମନ୍ଥନ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ଗୋଷ୍ଠୀ କନ୍ଦଳ ର ଫାଇଦା ନେବା ପାଇଁ କଂଗ୍ରେସ ତୃଣ ମୂଳ ରୁ ସୁଦୃଢ କରିବାପାଇଁ ପଂଚାୟତ ସ୍ତର ରେ ପ୍ରସ୍ତୁତି ଆରମ୍ଭ ହେଲାଣି l ଅନ୍ୟ ପଟେ କିଛି ବିଜେଡି କର୍ମୀ ପୀର ଜାହାନିଆ ପୀଠରେ ବିଜେପି ରେ ମିଶିଥିଲେ l ଆଗକୁ ଦେଖିବାକୁ ରହିଲା ବିଜେଡି ତା କର୍ମୀ ମାନଙ୍କୁ ନେଇ ଦଳ ସଜାଡୁଛି,ନା ବିରୋଧୀ ଦଳ ଏହାର ଫାଇଦା ହାସଲ କରୁଛନ୍ତି l



Visitors Today : 2
Total Visitors : 130168
Total Views : 9891613
Visitors Online Now : 0