ୱାଶିଂଟନ: ଆମେରିକାର ପ୍ରଥମ ନାଗିରିକ ତଥା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜୋ ବାଇଡେନ । ପେନସିଲଭାନିଆରେ ଭୋଟ ଗଣତି ପରେ ଜୋ ବାଇଡେନଙ୍କୁ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଘୋଷଣା କରାଯାଇଥିଲା । ସେତେବେଳେ ତାଙ୍କ ପରିବାର ସଦସ୍ୟମାନେ ଏକାଠି ହୋଇ ତାଙ୍କୁ ଆଲିଙ୍ଗନ କରିଥିଲେ । ଏହି ପାରିବାରିକ ସୁଖଦ ମୁହୂର୍ତ୍ତକୁ ବାଇଡେନଙ୍କ ବଡ ନାତୁଣୀ ନାଓମି ବାଇଡେନ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ନାଓମି ବାଇଡେନଙ୍କ ୨୭ ବର୍ଷିଅ ଏକମାତ୍ର ନାତୁଣୀ । ସେ ତାଙ୍କ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ଜେଜେଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କ୍ୟାପସନ ଲେଖିଛନ୍ତି, ଭଉଣୀ, ଝିଅ ଏବଂ ନାତୁଣୀ ।



Visitors Today : 0
Total Visitors : 130213
Total Views : 9891684
Visitors Online Now : 0