ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲିଟଲ ବୟ ଏବେ ଚର୍ଚ୍ଚାରେ । ତେବେ ହାର୍ଦ୍ଦିକ ତାଙ୍କ ଲିଟଲ ବୟ ସହ ପ୍ରଥମକରି ବିମାନରେ ଯାତ୍ରା କରିଥିଲେ । ଏହାର ଫୋଟଟିକୁ ଶେୟାର କରି ସେ ଲେଖିଛନ୍ତି, ମୋ ପୁଅର ଏହା ପ୍ରଥମ ବିମାନଯାତ୍ରା । ଏହି ପୋଷ୍ଟଟି ହେବା ମାତ୍ରେ ସୋସିଆଲ ମିଡିଆରେ ଏହି ଫୋଟଟି ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ଆସନ୍ତା ଫେବୃଆରୀରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ସିରିଜରେ ସେ ଚମକ୍ରାର ପ୍ରଦର୍ଶକ କରିବେ ବୋଲି କ୍ରିକେଟପ୍ରେମୀ ଆଶା ବାନ୍ଧିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0