spot_img

ମନର ଯନ୍ତ୍ରଣା ପ୍ରକାଶ କଲେ ପାଣ୍ଡ୍ୟା

ସିଡନୀ : ମନର ଯନ୍ତ୍ରଣା ପ୍ରକାଶ କଲେ ହାର୍ଦ୍ଦିକ ପାଣ୍ଡ୍ୟା । ଭାରତ-ଅଷ୍ଟ୍ରେଲିଆ ମାଧ୍ୟରେ ଚାଲିଥିବା ଟି-୨୦ ସିରିଜକୁ ଟିମ ୨-୧ରେ ଜିତିନେଇଛି । ସିରିଜରେ ମ୍ୟାଚ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଜବରଦସ୍ତ ପ୍ରଦର୍ଶନ ମାଧ୍ୟମରେ ସେ ସମସ୍ତଙ୍କ ହୃଦୟକୁ ଜିତିଥିଲେ ପାଣ୍ଡ୍ୟା । ମ୍ୟାଚରେ ପରେ ପାଣ୍ଡ୍ୟା ଖୁସି ଥିଲେ କିନ୍ତୁ ଏହା ସତ୍ତ୍ୱେ ତାଙ୍କର ମନ ଦୁଃଖ ରହିଥିଲା । ସେ ତାଙ୍କର ପୁଅକୁ ମନେପକାଇଥିଲେମନର କଥାକୁ ପ୍ରକାଶ କରିଥିଲେ ୪ ମାସ ହେବ ପୁଅକୁ ଦେଖିନି । ବର୍ତ୍ତମାନ ସେ ତାଙ୍କ ପରିବାର ସହ ସମୟ ଅତିବାହିତ କରିବାକୁ ଚାହୁଁଛନ୍ତି । ଆଇପିଏଲ ପରେ ସିଧା ଅଷ୍ଟ୍ରେଲିଆ ଗସ୍ତରେ ଆସିଥିଲେ ପାଣ୍ଡ୍ୟା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular