( ) ରମାଦେବୀ କଲେଜ ଛାତ୍ରୀ ଝରାଫୁଲ ମର୍ଡର ମିଷ୍ଟ୍ରି ଉପରୁ ହଟୁଛି ପରଦା…..ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଗିରଫ କଲା କମିଶନରେଟ ପୋଲିସ…..ଅଧିକ ପଚରାଉଚରା ପାଇଁ କୁଆଖିଆ ପୋଲିସକୁ ହସ୍ତାନ୍ତର….. ଅଭିଯୁକ୍ତ ରାକେଶକୁ ଏୟାରଫିଲଡ୍ ଥାନା ଅଞ୍ଚଳରୁ ଗିରଫ କରାଯାଇଥିବା ସୂଚନା….
( )ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ….ପ୍ରଥମ ଦିନରେ ଗୃହରେ ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ…..ସେପଟେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବାକୁ ବିରୋଧୀ କଂଗ୍ରେସ ସମେତ ୧୬ଟି ବିରୋଧୀ ଦଳଙ୍କ ନିଷ୍ପତ୍ତି…..
( )ଫେବୃୟାରୀ ପହିଲାରୁ ଭୁବନେଶ୍ୱରରେ ଆରମ୍ଭ ହେବ ଡିଜିଟାଲ ଡୋର ନମ୍ବରିଂ ବ୍ୟବସ୍ଥା…..ଗୋଟିଏ କ୍ଲିକରେ ମିଳିବ ପ୍ରତି ୱାର୍ଡରେ ଥିବା ଘରର ସବୁ ରେକର୍ଡ….୧୧ରୁ ୧୨ ଦିନରେ ଏହି ସର୍ଭେ ଶେଷ ହେବାକୁ ନିଷ୍ପତ୍ତି…..ରାଜଧାନୀର ପ୍ରତି ଘରକୁ ଦିଆଯିବ ଡିଜିଟାଲ ନମ୍ବର….
( )ମହିଳା ମାନଙ୍କ ପାଇଁ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ନିଦେ୍ର୍ଦଶନାମା ଜାରି…..ସଂଧ୍ୟା ସାଢେ ୫ଟାରେ ଅଫିସରେ ରହିବେନି ମହିଳା କର୍ମଚାରୀ…..ଅଫିସ ସମୟ ମଧ୍ୟରେ ନିଷ୍ଠାପର ଭାବେ କାର୍ଯ୍ୟ କରିବା ନେଇ ସୂଚନା….
( )ଲୁଚକାଳି ଖେଳୁଛି ଶୀତ….କିଛି ଦିନ ଥଣ୍ଡା କମିବା ପରେ ପୁଣି ରାଜ୍ୟକୁ ଫେରିଛି ଶୀତ….ଆସନ୍ତା ୩ ଦିନରେ ୪ ଡିଗ୍ରୀ ପାରଦ ଖସିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା….



Visitors Today : 0
Total Visitors : 130166
Total Views : 9891611
Visitors Online Now : 0