() ୯ ମାସ ପରେ ଖୋଲିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର…….. ଦର୍ଶନ କରୁଛନ୍ତି ସେବାୟତ ଓ ତାଙ୍କ ପରିବାର……. ୩ରୁ ଭୁବନେଶ୍ୱରବାସୀ ଓ ୬ରୁ ସମସ୍ତ ଭକ୍ତଙ୍କୁ ମିଳିବ ଦର୍ଶନ ସୁବିଧା…… ସେପଟେ ପୁରୀରେ ଆଜି ଦ୍ୱିତୀୟ ଦିନରେ ଦର୍ଶନ କରୁଛନ୍ତି ସେବାୟତ ପରିବାର…….
() ଆଜି କୋର୍ଟରେ ହାଜର ହେବେ ଗ୍ୟାଙ୍ଗଷ୍ଟର୍ ଡି ବ୍ରଦର୍ସ…… ଡନଙ୍କ ଘରର ଛାତ ଖୋଳି ବନ୍ଧୁକ କାଢିଲା ପୁଲିସ…… ସିକ୍ରେଟ ଚାମ୍ବରର ଗୁମର ଖୋଲିଲେ କଟକ ଡିସିପି…. ଚଢାଉ ବେଳେ ୩ଟି ବନ୍ଧୁକ, ୧୭୫ ରାଉଣ୍ଡ ଗୁଳି, ୫ ମାଗାଜିନ ସହ ସାଢେ ୧୬ ଲକ୍ଷ ଟଙ୍କା ଜବତ……
() ଆଜିଠୁ ଆରମ୍ଭ ହେବ ୬୨ ତମ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମିଳନୀ….. ଭିଜିଲାନ୍ସ, ଜେଲ ଏବଂ ଗୃହ ନିର୍ମାଣ ନିଗମର ବରିଷ୍ଠ ଅଧିକାରୀ ହେବେ ସାମିଲ….. ଆଇନ ଶୃଙ୍ଖଳା, ମାଓ ମୁକାବିଲା, ସଡକ ନିରାପତ୍ତାକୁ ଗୁରୁତ୍ୱ….. ଆଲୋଚନାରେ ଅଭିଜ୍ଞତା ବାଣ୍ଟିବେ ବରିଷ୍ଠ ଅଧିକାରୀ…..
() କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହେଲେ ଚାଷୀ……. ଆସନ୍ତା ୨୯ତାରିଖରେ ହେବ ଆଲୋଚନା….. ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ସୂଚନା…… ଦିଲ୍ଲୀ ସୀମାରେ କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଜାରି ରହିଛି ଆନେ୍ଦାଳନ……
() ଶୀତରେ ଥରୁଛି ସାରା ଓଡିଶା….. ରାଜ୍ୟର ୯ଟି ସ୍ଥାନରେ ୧୦ ଡିଗ୍ରୀ ତଳେ ପାରଦ….. ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରେକର୍ଡ…… କୁହୁଡି ଯୋଗୁଁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ…….



Visitors Today : 1
Total Visitors : 130303
Total Views : 9891806
Visitors Online Now : 0