ଆଜି ହେଉଛି ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍ ଙ୍କ ଜନ୍ମଦିନ । ସଲମାନ୍ ଆଜି ତାଙ୍କର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି । ପ୍ରାୟ ୩୦ ବର୍ଷରୁ ଅଧିକ ସମୟ ହେବ ସଲମାନ୍ ବଲିଉଡ୍ ରେ ରାଜ୍ କରୁଛନ୍ତି ।ତାଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ ତାଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ସମ୍ମୁଖରେ ଫ୍ୟାନ୍ସ ଭିଡ ଲାଗଇଥାନ୍ତି ତାଙ୍କର ଟିକିଏ ଝଲକ ପାଇବା ଏବଂ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ । ମାତ୍ର ଚଳିତ ବର୍ଷ କରୋନା ପାଇଁ ସଲମାନ୍ ପୂର୍ବରୁ ହିଁ ସତର୍କ ହୋଇଯାଇଛନ୍ତି । ସେ ତାଙ୍କ ଫ୍ୟାନ୍ସଙ୍କୁ କୋଭିଡ୍-୧୯ଠାରୁ ବଞ୍ଚାଇବା ପାଇଁ ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0