spot_img

ସାଇବର ଠକେଇ ରୋକିବାକୁ କମିଶନରେଟ ପୁଲିସ ପକ୍ଷରୁ ଖୋଲାଗଲା ହେଲ୍‌ପ ଡେସ୍କ

ଭୁବନେଶ୍ୱର : ରଜ୍ୟରେ ବଢ଼ିଚାଲିଥିବା ସାଇବର ଠକେଇ ରୋକିବାକୁ କମିଶନରେଟ ପୁଲିସ ପକ୍ଷରୁ ଖୋଲାଗଲା ହେଲ୍‌ପ ଡେସ୍କ। ଯେକେହି ସାଇବର ଠକେଇର ଶିକାର ହେଲେ 700-000-6709ରେ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଏମିତିକି ମହିଳାଙ୍କୁ ଯଦି କେହି ଫୋନ୍‌ କରି ହଇରାଣ ହରକତ କରୁଥିବ, ତାହେଲେ ଏ ସମ୍ପର୍କରେ ହେଲ୍‌ପ ଡେସ୍କକୁ ଜଣାଇ ପାରିବେ। ହେଲେ ଠକେଇର ୧ ଘଣ୍ଟା ମଧ୍ୟରେ ହେଲପ୍‌ ଡେସ୍କରେ ଜଣାଇବାକୁ ପରାମର୍ଶ ଦେଇଛନ୍ତି। ପ୍ରାରମ୍ଭିକ ଭାବେ ଜଣେ ସବ୍‌ ଇନ୍ସପେକ୍ଟ ଓ ୭ ଜଣ କନଷ୍ଟେବଲଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular